କଳାହାଣ୍ଡି: କେସିଙ୍ଗା ଥାନା ୨୬ ନମ୍ବର ଜାତୀୟ ରାଜପଥରେ ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ତାଳଗଛରେ ପିଟିଲା କାର୍ । ୨ ଛୁଆ ସହିତ ମା’ ମୃତ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
Join and get latest news updates delivered to you via WhatsApp