breaking କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ। ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିସନ। ଡିଜିପି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଲେ ଜନଜାତି କମିସନ। ଏକାଧିକ ମାମଲାରେ ଜିଲ୍ଲାପାଳଙ୍କୁ ହାଜିର ହେବା ପାଇଁ ନୋଟିସ ଜାରି ହୋଇଥିଲା। ବାରମ୍ବାର ନୋଟିସ ପରେ ବି ହାଜର ହୋଇ ନଥିଲେ ଜିଲ୍ଲାପାଳ। by Mahendra Sahu Updated 12 Apr 2022 15:59 IST Link copied! Copy failed! by Mahendra Sahu Updated 12 Apr 2022 15:59 IST Link copied! Copy failed!