breaking କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛତିଶା ନିଯୋଗର ଚିଠି। ସତ୍ତ୍ବଲିପି ଅନୁସାରେ ସତ୍ତ୍ବ ପରଂପରାର ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ। ବିଗତ ବର୍ଷରେ ସତ୍ତ୍ବଲିପିରେ ଥିବା ଅନେକ ସେବା ଅର୍ଥଭାବ ଦର୍ଶାଇ ବନ୍ଦ କରାଯାଇଛି। ଏହି ସେବା ଗୁଡ଼ିକ ପୁନଃ ପ୍ରଚଳନ କରାଯାଉ। ସେବାୟତଙ୍କ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ପୁରୀରେ ସ୍କିଲ ଇଣ୍ଡିଆ ପ୍ରତିଷ୍ଠାନ କରାଯାଉ। by Mahendra Sahu Updated 28 Feb 2021 18:48 IST Link copied! Copy failed! by Mahendra Sahu Updated 28 Feb 2021 18:48 IST Link copied! Copy failed!