breaking କୋରାପୁଟ: ଜୟପୁର ସଦର ଥାନା ହାଜତ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମାସକ ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ୨୦୧୭ରେ ଆକାଶ ମେହୁରିଆଙ୍କ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। by Mahendra Sahu Updated 04 Apr 2023 20:08 IST Link copied! Copy failed! by Mahendra Sahu Updated 04 Apr 2023 20:08 IST Link copied! Copy failed!