breaking କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା ନେଇ ଆସିଲା ଡିଏନ୍ଏ ରିପୋର୍ଟ। ରିପୋର୍ଟରୁ ସ୍ପଷ୍ଟ ପୁଅ ନୁହେଁ, ଝିଅ ହିଁ ହୋଇଥିଲା। ଅଭିଯୋଗକାରୀ ଯୁବକଙ୍କ ଝିଅ ହୋଇଥିଲା। ଡିଏନ୍ଏ ନମୁନା ମ୍ୟାଚ୍ କରିଥିବା ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା। by Mahendra Sahu Updated 05 Oct 2023 19:24 IST Link copied! Copy failed! by Mahendra Sahu Updated 05 Oct 2023 19:24 IST Link copied! Copy failed!