କଡ଼ା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନ; ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ। ବିଭିନ୍ନ ସ୍ଥାନରେ ଚେକ୍ ପଏଣ୍ଟ ଯାଂଚ କରିବାକୁ ନିର୍ଦ୍ଦେଶ। ୧୮ ପ୍ଲାଟୁନ୍ ଓଏସ୍ଏପି ଯବାନ ଓ ୩ ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷାକର୍ମୀ ହେବେ ମୁତୟନ। ପିପିଲି ଓ ଡେଲାଙ୍ଗ ଅଂଚଳରେ ସ୍ଥିତି ସମୀକ୍ଷା କଲେ ଏଡିଜି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)