ଗଛରେ ପିଟି ହୋଇ ଜଳିଗଲା କାର୍, ୩ ଆହତ। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଚମକପୁର ନିକଟରେ ଅଘଟଣ। ୩ ଯୁବକଙ୍କୁ କାର୍ ଭିତରୁ ଲୋକେ ତ୍ୱରିତ ଉଦ୍ଧାର। ଦୁର୍ଘଟଣାରେ ଆହତ ହୋଇଥିବାରୁ ମେଡିକାଲ୍ରେ ଭର୍ତ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)