breaking ଚିଟଫଣ୍ଡ ସଂସ୍ଥା ‘ରୋଜଭ୍ୟାଲି’ର ୬.୫୨ କୋଟିର ସଂପତ୍ତି ଆଟାଚ୍। ଇଓଡବ୍ଲୁ ଦ୍ୱାରା ଆଟାଚ୍ ଆବେଦନକୁ ଗ୍ରହଣ କଲେ ଓପିଆଇଡି କୋର୍ଟ। ଆଟାଚ୍ ସଂପତ୍ତି ଅଧିଗ୍ରହଣ ପାଇଁ କଟକ ଏଡିଏମଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ। ଆଟାଚ୍ ସଂପତ୍ତି ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟନ ପାଇଁ ନିର୍ଦ୍ଦେଶ। by Mahendra Sahu Updated 13 Apr 2023 18:28 IST Link copied! Copy failed! by Mahendra Sahu Updated 13 Apr 2023 18:28 IST Link copied! Copy failed!