breaking ଜଙ୍ଗଲ ନିଆଁକୁ ନେଇ ସୂଚନା ଦେବାକୁ ଫୋନ୍ ନମ୍ବର ୮୬୫୮୭୯୯୪୩୯ ଜାରି କଲେ ସମ୍ବଲପୁର ଡିଏଫ୍ଓ। ଜିଲ୍ଲାର ୫ଟି ରେଂଜରେ ଫୋନ୍ ନମ୍ବର ଜାରି। ବନସୁରକ୍ଷା ସମିତି ଅଧିନରେ ଥିବା ଜଙ୍ଗଲରେ ୩ ବର୍ଷ ଯାଏଁ ନିଆଁ ନଲାଗିଲେ ପ୍ରୋତ୍ସାହନ ରାଶି। by Mahendra Sahu Updated 11 Mar 2021 22:34 IST Link copied! Copy failed! by Mahendra Sahu Updated 11 Mar 2021 22:34 IST Link copied! Copy failed!