breaking ଜାନୁଆରି ୮ରେ ହୀରାକୁଦରେ ହେବ ପକ୍ଷୀ ଗଣନା। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣିବେ ୩୨ଟିମ୍। ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍ରେ ହେବେ ସାମିଲ। by Mahendra Sahu Updated 07 Jan 2024 17:09 IST Link copied! Copy failed! by Mahendra Sahu Updated 07 Jan 2024 17:09 IST Link copied! Copy failed!