breakingଟି-୨୦ ଶୃଙ୍ଖଳା: ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଲା ଭାରତ। ଶେଷ ବଲରେ ଛକା ମାରି ଭାରତକୁ ଜିଲାଇଲେ ଯୁବ ବ୍ୟାଟର ରିଙ୍କୁ ସିଂହ। ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଅର୍ଦ୍ଧଶତକ। ଅଷ୍ଟ୍ରେଲିଆର ସ୍କୋର ୨୦୮/୩ (୨୦ ଓଭର)। ଭାରତର ସ୍କୋର ୨୧୪/୮ (୨୦ଓଭର)।byMahendra SahubyMahendra Sahu 23 Nov 2023 22:46 IST Link copied!Copy failed!byMahendra SahubyMahendra Sahu 23 Nov 2023 22:46 IST Link copied!Copy failed!