ତୈଳଦର ବୃଦ୍ଧି ଯୋଗୁଁ ପୁଣି ବସ୍ ଭଡ଼ା ବଢ଼ିଲା। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି। ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୮୪ରୁ ୮୯ ପଇସା ହେଲା। ଡିଲକ୍ସ ବସ୍ ଭଡା କିମି ପିିଛା ୧ଟଙ୍କା ୧୧ ପଇସାରୁ ୧ଟଙ୍କା ୨୧ ପଇସା ବୃଦ୍ଧି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)