breakingଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ନାବାଳିକାକୁ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଲେ ହାଇକୋର୍ଟ। ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି। ମାନସିକ-ଶାରୀରିକ ଭାବେ ସନ୍ତାନ ଧାରଣ କରିବାକୁ ଚାହୁଁ ନ ଥିବା ନାବାଳିକା ଗର୍ଭ ନଷ୍ଟ କରିପାରିବେ।byMahendra SahubyMahendra Sahu 09 Apr 2021 18:38 IST Link copied!Copy failed!byMahendra SahubyMahendra Sahu 09 Apr 2021 18:38 IST Link copied!Copy failed!