breakingନୂଆପଡ଼ା ଜିଲ୍ଲା ଖଡିଆଳ ବାଇପାସ୍ ରାସ୍ତାରେ ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ,ସ୍କୁଲ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ପଡ଼ିଲା,ସ୍କୁଲ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଲେ, ସେଣ୍ଟ ଜାଭିୟରର୍ସ ସ୍କୁଲର ୨୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଛାଡ଼ିବା ପାଇଁ ଯାଉଥିଲାbyShaikh HalimbyShaikh Halim 25 Jul 2024 11:36 IST Link copied!Copy failed!byShaikh HalimbyShaikh Halim 25 Jul 2024 11:36 IST Link copied!Copy failed!