breaking ପିପିଲି ଥାନା ସମ୍ମୁଖରୁ ଧାରଣାରୁ ଉଠିଲେ ବିଜେପି-ବିଜେଡି କର୍ମୀ। ସହଜପୁର ପଂଚାୟତ ରାୟଗୁରୁ ଗାଁରେ ମୁତୟନ ହେବେ ପୁଲିସ। ପୁଲିସ ସହ ଆଲୋଚନା ପରେ ଧାରଣାରୁ ଉଠିଲେ ବିଜେପି-ବିଜେଡି କର୍ମୀ। ରାଲି ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ନେଇ ହୋଇଥିଲା ଅଭିଯୋଗ। ୨୪ ଘଣ୍ଟା ମଧ୍ୟରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲା ପୁଲିସ। by Mahendra Sahu Updated 02 Apr 2021 18:20 IST Link copied! Copy failed! by Mahendra Sahu Updated 02 Apr 2021 18:20 IST Link copied! Copy failed!