breaking ପୁରୀ: ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ କାଉଁରିଆ କାଠି ଜାଳିବା ମନା। ସିଂହଦ୍ବାର ଓ ୧୪୪ ଧାରା ଜାରି କଲା ପ୍ରଶାସନ। ନଭେମ୍ବର ୪ ତାରିଖ ଭୋର୍ ୪ଟାରୁ ମଧ୍ୟରାତ୍ର ଯାଏଁ କଟକଣା ବଳବତ୍ତର। ପ୍ରଦୂଷଣ ବୃଦ୍ଧି, କୋଭିଡ କଟକଣା ଉଲ୍ଲଂଘନ ଆଶଙ୍କାରେ କଟକଣା। ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। by Mahendra Sahu Updated 03 Nov 2021 15:18 IST Link copied! Copy failed! by Mahendra Sahu Updated 03 Nov 2021 15:18 IST Link copied! Copy failed!