breaking ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ରଥଯାତ୍ରା, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ। ମଙ୍ଗଳ ଆଳତି ପରେ ସ୍ନାନ ମଣ୍ଡପ ଉପରେ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ କରିବାକୁ ୩ ଘଣ୍ଟା ସମୟ ମିଳିବ। ଦର୍ଶନ ବେଳେ ମହାପ୍ରଭୁଙ୍କୁ ଭକ୍ତମାନେ ଛୁଇଁ ପାରିବେନି। by Mahendra Sahu Updated 07 Jun 2022 16:35 IST Link copied! Copy failed! by Mahendra Sahu Updated 07 Jun 2022 16:35 IST Link copied! Copy failed!