ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ। ଝାରସୁଗୁଡ଼ା ଏଡିଜେ କୋର୍ଟରେ ପ୍ରତ୍ୟକ୍ଷଦର୍ଶୀ ଚନ୍ଦନ ସିଂ ସାକ୍ଷୀ ଦେଲେ। ଆସନ୍ତା ଜାନୁଆରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)