breaking ପ୍ରଦୂଷଣ ବଳୟରେ ରାଜ୍ୟର ୭ଟି ସହର। ରାଜଧାନୀ ଭୁବନେଶ୍ବର ସମେତ କଟକ, ବାଲେଶ୍ବର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବଢୁଛି ପ୍ରଦୂଷଣ। ବିଧାନସଭାରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। by Mahendra Sahu Updated 23 Feb 2021 18:58 IST Link copied! Copy failed! by Mahendra Sahu Updated 23 Feb 2021 18:58 IST Link copied! Copy failed!