ବଜେଟ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ। ଜାତୀୟ ଆର୍ଥିକ ସଂକୋଚନ ଠାରୁ ଓଡ଼ିଶାର ସଂକୋଚନ କମ। ୨୦୨୦-୨୧ରେ ଜିଡିପି ଅବିବୃଦ୍ଧି ମାଇନସ୍ ୪.୯୨% ଆକଳନ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)