breaking ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡି ହାଜର। ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ସାକ୍ଷ୍ୟଗ୍ରହଣ ପାଇଁ ୭ ଜଣଙ୍କୁ ଡାକରା। ସାକ୍ଷ୍ୟଗ୍ରହଣ ପାଇଁ ଯିବେ ମମିତାଙ୍କ ବାପା ଓ ମା’। by Mahendra Sahu Updated 08 Sep 2022 16:57 IST Link copied! Copy failed! by Mahendra Sahu Updated 08 Sep 2022 16:57 IST Link copied! Copy failed!