breaking ବହୁଚର୍ଚ୍ଚିତ ନୟାଗଡ଼ ପରୀ ମାମଲାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି- ପରୀ ଘଟଣାରେ ଦୋଷୀ ଗତକାଲି ଦଣ୍ଡ ପାଇଛି। ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ହୀନ ରାଜନୀତି କରୁଛନ୍ତି। by Mahendra Sahu Updated 07 Feb 2024 19:51 IST Link copied! Copy failed! by Mahendra Sahu Updated 07 Feb 2024 19:51 IST Link copied! Copy failed!