breaking ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ୨୦୨୧ ପାଇଁ ମିଳିବ ଏକଲବ୍ୟ ପୁରସ୍କାର। ପୁରସ୍କାର ସ୍ବରୂପ ମିଳିବ ୫ ଲକ୍ଷ ଟଙ୍କା ଓ ମାନପତ୍ର। ଫୁଟବଳ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ବାସ୍ତି ସିଂ ଉପବିଜେତା। ଉଭୟ ପ୍ୟାରୀ ଓ ସ୍ବାସ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଓ ମାନପତ୍ର ମିଳିବ। by Mahendra Sahu Updated 24 Oct 2021 20:24 IST Link copied! Copy failed! by Mahendra Sahu Updated 24 Oct 2021 20:24 IST Link copied! Copy failed!