breaking ବ୍ୟାଡମିଣ୍ଟନ: ୫୮ ବର୍ଷ ପରେ ଏସିଆ ଚାମ୍ପିଅନସିପରେ ଭାରତର ସ୍ବର୍ଣ୍ଣିମ ସଫଳତା। ଇତିହାସ ରଚିଲେ ଭାରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ-ଚିରାଗ ସେଟ୍ଟୀ। ଫାଇନାଲରେ ମାଲେସିଆନ ଯୋଡ଼ିକୁ ୧୬-୨୧, ୨୧-୧୭, ୨୧-୧୯ରେ ହରାଇଲେ। by Mahendra Sahu Updated 30 Apr 2023 21:03 IST Link copied! Copy failed! by Mahendra Sahu Updated 30 Apr 2023 21:03 IST Link copied! Copy failed!