breaking ଭଦ୍ରକ: ଘରେ ପଶି ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼।ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ପରେ କଟକ ସ୍ଥାନାନ୍ତର। by Sibasankar Ojha Updated 22 Dec 2023 08:48 IST Link copied! Copy failed! by Sibasankar Ojha Updated 22 Dec 2023 08:48 IST Link copied! Copy failed!