ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ପାଳନ ହେବ ମହାଶିବରାତ୍ରୀ। ଭୁବନେଶ୍ବର ମହାନଗର ନିଗମ ଦେଲା ଅନୁମତି। ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସ୍କଙ୍କୁ ବାରଣ। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ପ୍ରବେଶ ମନା, ଆଡ଼କାଠ ଠାରେ ଦର୍ଶନ କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)