ଭୁବନେଶ୍ୱର ଅଂଚଳରେ ପୂଜା ପାଇଁ ମାର୍ଗଦର୍ଶିକା ଜାରି। କୋଭିଡ କଟକଣା ମଧ୍ୟରେ ହେବ ପୂଜାର୍ଚ୍ଚନା। ମାସ୍କ-ସାନିଟାଇଜର-ସାମାଜିକ ଦୂରତା ବାଧ୍ୟତାମୂଳକ। ତିନି ପାଖରୁ ପୂଜା ମଣ୍ଡପ ହେବ କଭର। ପୂଜାରେ ସାଧାରଣ ଭକ୍ତ ଓ ଜନସାଧାରଣଙ୍କୁ ମନା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)