ଭୁବନେଶ୍ୱରରୁ ଆଜି ୩୭୫ କରୋନା ପଜିଟିଭ ଚିହ୍ନଟ । ସଂଗରୋଧରୁ ୭୫ ଓ ସ୍ଥାନୀୟ ଅଂଚଳରୁ ୩୦୦ ସଂକ୍ରମିତ । ସୁସ୍ଥ ହେଲେ ୩୮୪ ଆକ୍ରାନ୍ତ । ବିଏମ୍ସି ପକ୍ଷରୁ ଟୁଇଟ ଜରିଆରେ ସୂଚନା ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
Join and get latest news updates delivered to you via WhatsApp