breaking ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ କଟିଯିବା ପ୍ରସଙ୍ଗ: ଘଟଣା ସଂପର୍କରେ ରିପୋର୍ଟ ମାଗିଲେ ରାଜ୍ୟପାଳ ଗଣେଶୀ ଲାଲ୍।ମୁଖ୍ୟ ଶାସନ ସଚିବ ଓ ଏମ୍ଏସ୍ସିବିୟୁର କୁଳପତିଙ୍କୁ ରିପୋର୍ଟ ମାଗିଲେ। ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ। by Mahendra Sahu Updated 08 May 2023 21:02 IST Link copied! Copy failed! by Mahendra Sahu Updated 08 May 2023 21:02 IST Link copied! Copy failed!