breaking ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ଶିଶୁ ଜୀବନ୍ତ ଦଗ୍ଧ । ୭ ନବଜାତକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା। by Sambad Bureau Updated 09 Jan 2021 06:44 IST Link copied! Copy failed! by Sambad Bureau Updated 09 Jan 2021 06:44 IST Link copied! Copy failed!