ମାଲକାନଗିରିରେ ଶ୍ରମିକଙ୍କ ଅସ୍ବାଭାବିକ ମୃତ୍ୟୁ। ଗ୍ରୀଷ୍ମପ୍ରଭାବ ଯୋଗୁଁ ମୃତ୍ୟୁ ଆଶଙ୍କା। ଖଇରପୁଟ ମେଡ଼ିକାଲ ଛକରେ ହଠାତ୍ ଟଳି ପଡ଼ିଲେ ବୃଦ୍ଧ। ମୃତକଙ୍କ ମିଳୁନି ପରିଚୟ, ପଡ଼ିରହିଛି ଶବ। ଘଟଣାସ୍ଥଳରେ ମୁଦୁଲିପଡ଼ା ପୁଲିସ ଓ ଖଇରପୁଟ ମେଡିକାଲ ଟିମ୍।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)