breaking ମେଡିକାଲ କଲେଜରେ ଅଧ୍ୟକ୍ଷ, ଅଧୀକ୍ଷକ ନିଯୁକ୍ତ। ପ୍ରଫେସର ସୁଧାଂଶୁ ଶେଖର ମିଶ୍ର ହେଲେ କଟକ ଏସ୍ସିବି ଅଧୀକ୍ଷକ। ଡାକ୍ତର ହରିକ୍ରୀଷ୍ଣା ଦଳାଇ ହେଲେ କଳାହାଣ୍ଡି ମେଡ଼ିକାଲ କଲେଜ ଅଧୀକ୍ଷକ। ଡାକ୍ତର ବସନ୍ତ କୁମାର ପ୍ରଧାନ ହେଲେ କଳାହାଣ୍ଡି ମେଡିକାଲ କଲେଜ ଅଧ୍ୟକ୍ଷ। by Mahendra Sahu Updated 11 Jan 2023 15:53 IST Link copied! Copy failed! by Mahendra Sahu Updated 11 Jan 2023 15:53 IST Link copied! Copy failed!