ଯାଜପୁର: ପଦ୍ମଶ୍ରୀ ନନ୍ଦ ସାର୍ଙ୍କ ବଡ଼ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କଲେ ପଡୋଶୀ। ଜମିଜମା ବିବାଦକୁ ନେଇ ସୁକିନ୍ଦା ଥାନା କନ୍ତିରା ଗାଁରେ ନନ୍ଦ ସାର୍ଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ ସୂଚନା। ଥାନାରେ ମାମଲା ରୁଜୁ। ଗତ ୯ ତାରିଖରେ ଶତାୟୁ ପୁରୁଷ ନନ୍ଦ କିଶୋର ପୁଷ୍ଟି ହୋଇଥିଲେ ସମ୍ମାନିତ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)