ରାଉରକେଲା: ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ, ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କ୍ୟାମ୍ପ ଠାବ, କ୍ୟାମ୍ପରୁ ୨୧ଟି ତାର, ଅଢ଼େଇ କିଲୋର ଗନ ପାଉଡ଼ର , ୫ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର, ସଲଫର ପାଉଡ଼ର ଜବତ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)