breaking ରାଉରକେଲା: ହଇଜାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା। ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ। କିଛି ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହଇଜାରେ ଏଯାବତ୍ ୧୫ ଜଣଙ୍କ ମୃତ୍ୟୁ ସୂଚନା। by Mahendra Sahu Updated 22 Dec 2023 15:44 IST Link copied! Copy failed! by Mahendra Sahu Updated 22 Dec 2023 15:44 IST Link copied! Copy failed!