breaking ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ହାର ବୃଦ୍ଧି। କୋଭିଡ ପୂର୍ବବର୍ତ୍ତୀ ସ୍ଥିତି ତୁଳନାରେ ନାମଲେଖା ବୃଦ୍ଧି। ନାମଲେଖା ହାର ବୃଦ୍ଧି ନେଇ ଅସର ରିପୋର୍ଟ ପ୍ରକାଶ। ୨୦୧୮ରେ ୮୮% ଥିବା ବେଳେ ୨୦୨୨ରେ ୯୨.୨%। by Mahendra Sahu Updated 18 Jan 2023 18:29 IST Link copied! Copy failed! by Mahendra Sahu Updated 18 Jan 2023 18:29 IST Link copied! Copy failed!