breaking ରାଜ୍ୟରେ ଆଉ ୧୦ ଦିନ ମଧ୍ୟରେ କରୋନା ଟିକା ପହଞ୍ଚିବ। ପହଞ୍ଚିବାର ଦିନେ କିମ୍ବା ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି। by Bandana Mishra Updated 06 Jan 2021 12:07 IST Link copied! Copy failed! by Bandana Mishra Updated 06 Jan 2021 12:07 IST Link copied! Copy failed!