breaking ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପରେ କମିଲା ଯାତ୍ରୀ ବସ୍ ଭଡ଼ା। ଅର୍ଡିନାରି ଓ ଏକ୍ସପ୍ରେସ୍ ବସ୍ କିମି ପିଛା ୫ ପଇସା ହ୍ରାସ। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ କିମି ପିଛା ୧୦ ପଇସା ହ୍ରାସ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକଙ୍କ ସୂଚନା। by Mahendra Sahu Updated 06 Nov 2021 15:52 IST Link copied! Copy failed! by Mahendra Sahu Updated 06 Nov 2021 15:52 IST Link copied! Copy failed!