breaking ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା: ସୋମବାର ହେବ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଶୁଣାଣି। ଖୁବଶୀଘ୍ର ଜାମିନ ନେଇ ଆବେଦନ କରିବେ ଅର୍ଚ୍ଚନାଙ୍କ ଓକିଲ। ଭିଡିଓ କନ୍ଫରେନ୍ସିଂରେ ହାଜର ହେବେ ଅର୍ଚ୍ଚନା ନାଗ। ଏସ୍ଡିଜେଏମ୍ କୋର୍ଟରେ ଭିଡିଓ କନ୍ଫରେନ୍ସିଂରେ ହାଜର ହେବେ। ତଳ କୋର୍ଟରେ ଜାମିନ ନ ହେଲେ ସେସନ୍ସ କୋର୍ଟରେ ଆବେଦନ ହେବ। by Mahendra Sahu Updated 13 Oct 2022 16:43 IST Link copied! Copy failed! by Mahendra Sahu Updated 13 Oct 2022 16:43 IST Link copied! Copy failed!