breaking ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ। ଏସ୍ଆରସି ଓ ବିଭିନ୍ନ ବିଭାଗର ସଚିବ ବୈଠକରେ ଉପସ୍ଥିତ। ଭିସିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ। ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ। by Mahendra Sahu Updated 01 Dec 2021 16:42 IST Link copied! Copy failed! by Mahendra Sahu Updated 01 Dec 2021 16:42 IST Link copied! Copy failed!