breaking ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲା: କଂପାନିର ସ୍ଥାବର-ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଲେ କଟକ ସ୍ବତନ୍ତ୍ର ଚିଟ୍ଫଣ୍ଡ ଅଦାଲତ । ୧୯୭ ଏକର ଜମି, ୧୩୮୫ଗ୍ରାମ ସୁନା, ୨ କୁଇଣ୍ଟାଲ ରୁପା ବାଜ୍ୟାପ୍ତି। ବ୍ୟାଙ୍କରେ ଜମା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି। by Mahendra Sahu Updated 26 Feb 2021 20:12 IST Link copied! Copy failed! by Mahendra Sahu Updated 26 Feb 2021 20:12 IST Link copied! Copy failed!