breaking ସ୍ବୟଂ ସହାୟକ ଗୋଷ୍ଠୀ ନେଇଥିବା ବିନା ସୁଧରେ ଋଣ ପରିମାଣ ବଢ଼ିଲା। ମିଶନ ଶକ୍ତି ଋଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ବିଧାନସଭାରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ସୂଚନା। by Mahendra Sahu Updated 29 Nov 2022 19:03 IST Link copied! Copy failed! by Mahendra Sahu Updated 29 Nov 2022 19:03 IST Link copied! Copy failed!