breaking ୧୪ ଜଣ ଆଇଏଏସ୍ଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲେ ରାଜ୍ୟ ସରକାର। ଅନୁ ଗର୍ଗ ଓ ତିରୁମାଲା ନାୟକଙ୍କୁ ଭୁବନେଶ୍ବର ସହର ଦାୟିତ୍ବ। ବାଲେଶ୍ବର ଓ ଭଦ୍ରକ ଦାୟିତ୍ବରେ ମଧୁସୂଦନ ପାଢ଼ୀ। ବଲାଙ୍ଗୀର, ବରଗଡ଼, ନୂଆପଡ଼ା ପାଇଁ ୨ ଆଇଏଏସ୍ ପର୍ଯ୍ୟବେକ୍ଷକ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିକୁଂଜ ବିହାରୀ ଧଳ ପର୍ଯ୍ୟବେକ୍ଷକ। କୋଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ଓ ସହର ପାଇଁ ପର୍ଯ୍ୟବେକ୍ଷକ। by Mahendra Sahu Updated 15 Apr 2021 17:29 IST Link copied! Copy failed! by Mahendra Sahu Updated 15 Apr 2021 17:29 IST Link copied! Copy failed!