ଏୟାରଟେଲ୍‌ ୱିଙ୍କ୍‌ ମ୍ୟୁଜିକ୍‌ର ସଫଳତା

0

ଭୁବନେଶ୍ବର: ଏୟାରଟେଲ୍ ୱିଙ୍କ୍‌ ମ୍ୟୁଜିକ୍‌କୁ ୨୦୧୮ରେ ଗୁଗୁଲ୍ ପ୍ଲେ ‌ଷ୍ଟୋର୍‌ର ସର୍ବୋତ୍କୃଷ୍ଟ ମନୋରଞ୍ଜନ ପ୍ରଦାନକାରୀ ଆପ୍‌ର ରେଟିଂ ପ୍ରଦାନ କରାଯାଇଛି। ଏହି ମାନ୍ୟତା ମିଳିଥିବାରୁ ଆମେ ବହୁତ ଉଲ୍ଲସିତ ବୋଲି ଏୟାରଟେଲ୍‌ର ସିଇଓ-କଣ୍ଟେଣ୍ଟ୍‌ ସମୀର ବାତ୍ରା କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.