ଭୁବନେଶ୍ୱର: କୋଣାର୍କ ସିମେଣ୍ଟ୍ ପକ୍ଷରୁ ସମ୍ବଲପୁର ଏବଂ ଭୁବନେଶ୍ୱରରେ ଦୁଇଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛଇ। ଏହି ଅବସରରେ କଂପାନି ପକ୍ଷରୁ ବ୍ରାଣ୍ଡ୍ ସତେଜତା ଅଭିଯାନ ବିଷୟରେ ଘୋଷଣା କରାଯାଇଛି। ଦୁଇ ପ୍ରକାର ନୂଆ ବ୍ଲେଣ୍ଡେଡ୍, କମ୍ପୋଜିଟ୍ ସିମେଣ୍ଟ୍କୁ ଉନ୍ମୋଚନ କରାଯାଇଛି। ଚ୍ୟାନେଲ୍ ପାର୍ଟନର ଏବଂ କଂପାନିର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ କାର୍ଯ୍ୟନିର୍ବାହୀ ନିର୍ଦେଶକ-ବିକ୍ରି ଏବଂ ମାର୍କେଟିଂ (ପୂର୍ବ) ଇନ୍ଦ୍ରଜିତ ଚାଟାର୍ଜୀ ନୂଆ ଲୋଗୋକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଚାଟାର୍ଜୀ କହିଛନ୍ତି ଯେ କୋଣାର୍କ ସିମେଣ୍ଟ୍ ବିଗତ ୬୫ ବର୍ଷ ହେଲାଣି ନିୟୁତାଧିକ ଲୋକମାନଙ୍କ ଖୁସିର ଭିତ୍ତିଭୂମି ପ୍ରସ୍ତୁତ କରିଛି ଏବଂ ଏହି ସତେଜ ବ୍ରାଣ୍ଡ୍ ସେହି ପ୍ରତିଶ୍ରୁତିକୁ ଦୋହରାଉଛି।
କୋଣାର୍କ ସିମେଣ୍ଟ୍ର ନୂଆ ବ୍ଲେଣ୍ଡେଡ୍, କମ୍ପୋଜିଟ୍ ସିମେଣ୍ଟ୍
/sambad/media/post_attachments/wp-content/uploads/2017/10/Konark-Brand-Refresh-BBSR-6-Oct-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)