ଜାତୀୟ ସର୍ବନିମ୍ନ ମଜୁରି ପାଇଁ ପ୍ରସ୍ତାବ

ଜାତୀୟ ସ୍ତରରେ ସର୍ବନିମ୍ନ ମଜୁରି ନିୟମ ପ୍ରଣୟନ କରିବାକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ କେନ୍ଦ୍ର ସରକାର ଜାତୀୟ ସର୍ବନିମ୍ନ ମଜୁରି ଧାର୍ଯ୍ୟ କରିବା ଦରକାର। କୌଣସି ରାଜ୍ୟ ତା’ଠାରୁ କମ୍ ମଜୁରି ପାଇଁ ଅନୁମତି ଦେଇପାରିବେ ନାହିଁ। ଅଧିକାଂଶ ରାଜ୍ୟରେ ଧାର୍ଯ୍ୟ ସୀମା ଠାରୁ ଅଧିକ ମଜୁରି ଦିଆଯିବା ଦରକାର। ଦେଶକୁ ପାଞ୍ଚଟି ଭୌଗଳିକ ସ୍ଥଳ ହିସାବରେ ଗ୍ରହଣ କରି ସର୍ବନିମ୍ନ ମଜୁରି ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଶ୍ରମ ସଂହିତା ବିଲ୍‌ରେ ସର୍ବନିମ୍ନ ମଜୁରି ବ୍ୟବସ୍ଥା କରିବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର