ଦୁବାଇରେ ଏ ବି ସିଂହ ସମ୍ମାନିତ

ଭୁବନନେଶ୍ୱର: ନିକଟରେ ଦୁବାଇସ୍ଥିତ ପ୍ରବାସୀ ଭାରତୀୟମାନେ ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲ ସଂସ୍ଥାପକ ତଥା ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱର ଶାଖା ନିର୍ଦ୍ଦେଶକ ଏ.ବି.ସିଂହଙ୍କ ସମ୍ମାନରେ ଦୁବାଇ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ। ଶ୍ରୀ ସିଂହଙ୍କ ପରିଚାଳିତ ଜିନ୍ଦେଗୀ ଏବଂ ସୁପର ୩୦ ପ୍ରୋଗ୍ରାମ ଜରିଆରେ ମାଗଣା ଶିକ୍ଷା, ରହିବା ଓ ଖାଇବା ବ୍ୟବସ୍ଥାକୁ ଉକ୍ତ ସଭାରେ ପ୍ରଶଂସା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସଂଚାଳକ ଥିଲେ ମହମ୍ମଦ ନୁମାନ।

ସମ୍ବନ୍ଧିତ ଖବର