ଭୁଷଣ ପାୱାରକୁ କିଣିବ ଜେଏସଡବ୍ଲୁ ଷ୍ଟିଲ

ନୂଆଦିଲ୍ଲୀ: ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସଡବ୍ଲୁ ଷ୍ଟିଲ ୧୯,୭୦୦ କୋଟି ଟଙ୍କାରେ ଦେବାଳିଆ ସଂସ୍ଥା ଭୂଷଣ ପାୱାର ଆଣ୍ଡ ଷ୍ଟିଲକୁ ଅଧିଗ୍ରହଣ କରିବ। ଏହି କଂପାନିର ଦେବାଳିଆ ମାମଲା ବିଚାର ଏନସିଏଲଟିରେ ଚାଲିଛି। ଭୁଷଣ ପାୱାରକୁ କିଣିବା ଲାଗି ଜେଏସଡବ୍ଲୁ ଷ୍ଟିଲ ଯେଉଁ ବିଡ୍ ଦାଖଲ କରିଥିବା ତାହାକୁ ଏନ୍‌ସିଏଲ୍‌ଟି ମଞ୍ଜୁର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର