ମଣ୍ଟେ କାର୍ଲୋର ନୂଆ ପୋଷାକ ସମ୍ଭାର

ଭୁବନେଶ୍ବର: ମଣ୍ଟେ କାର୍ଲୋ ପକ୍ଷରୁ ଗ୍ରୀଷ୍ଣ ଋତୁକୁ ଦୃଷ୍ଟିରେ ରଖି ନୂଆ ପୋଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏଥିରେ ସାର୍ଟ, ଟି-ସାର୍ଟ, ସର୍ଟସ୍‌ ଆଦି ପୋଷାକ ରହିଛି। ଏହି ପୋଷାକଗୁଡ଼ିକ ଗ୍ରାହକମାନଙ୍କୁ ଉଭୟ ଆରାମ ଓ ଷ୍ଟାଇଲ୍‌ ପ୍ରଦାନ କରିବ। ପିତୃ ଦିବସକୁ ନଜରରେ ରଖି ଆମେ ଏହି ପୋଷାକ ସମ୍ଭାରକୁ ଉନ୍ମୋଚନ କରିଛୁ ବୋଲି କଂପାନିର ଇଡି ମୋନିକା ଓସ୍‌ୱାଲ୍ କହିଛନ୍ତି।

ସମ୍ବନ୍ଧିତ ଖବର