ରାଜୁଙ୍କ ଏସ୍‌ବିଏସ୍‌ ବାୟୋଟେକ୍ ପରିଦର୍ଶନ

ଭୁବନେଶ୍ବର: ଏସ୍‌ବିଏସ୍‌ ବାୟୋଟେକ୍‌ର ଲୋକପ୍ରିୟ ଉତ୍ପାଦ ପେଟ୍‌ ସଫାର ବ୍ରାଣ୍ଡ୍‌ ଆମ୍ବାସାଡର ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଚଣ୍ଡିଗଡ଼ ଠାରେ ଥିବା କଂପାନି କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ତାଙ୍କୁ କଂପାନିର ସିଏମ୍‌ଡି ଡକ୍ଟର ସଞ୍ଜୀବ ଜୁନେଜା ସ୍ବାଗତ କରିଥିଲେ। ବିକ୍ରି କ୍ଷେତ୍ରରେ ପେଟ୍‌ ସଫା ନୂଆ ରେକର୍ଡ ସ୍ଥାପନ କରିଥିବା ବିଷୟରେ ଶ୍ରୀ ଜୁନେଜା ସୂଚନା ଦେଇଥିଲେ। ଏହି ଅବସରରେ କଂପାନିର ସମସ୍ତ କର୍ମଚାରୀ ତାଙ୍କ ସହ ସେଲ୍‌ଫି ନେଇଥିଲେ।

ସମ୍ବନ୍ଧିତ ଖବର